କରୋନ୍l ଚାଲିଯିବ ମିଳିତ ଉଦ୍ୟମରେ
କରୋନ୍l ଚାଲିଯିବ ମିଳିତ ଉଦ୍ୟମରେ
1 min
281
ପୁଣିଗୋଟେ ମଣିଷ ଲକ ଡାଉନ ତୁ
କର୍ଫ୍ୟୁ ଆଡ଼କୁ ।
ଗୋଟିଏ ଗୋଟିଏ ଦିନ
ଗୋଟିଏ ଯୁଗ ପରି ଲାଗୁଛି।
ଏଇ କେତେ ଦିନ ଧରି
ଆମେ ସମସ୍ତେ କରୁଣାକର
ତୁମ ଚରଣ ଚାହେଁ
ଆଜି ଦ ସବୁବେଳେ
ବ୍ୟସ୍ତରେ ବ୍ୟସ୍ତରେ ଗଲା
ସଭିଙ୍କ ମନ ବ୍ୟାକୁଳିତ
ନିଜ ସମୟ କଟେଇବା ପାଇଁ
ରାମାୟଣ ଓ ମହାଭାରତ
ଦେଖୁଛନ୍ତି।
ସ୍ୱଳ୍ପ ଖାଇବାରେ ଖୁସି ଲାଗୁଛି।
ଧୀରେ ଧୀରେ ଏ ସମୟ
ଭଲ ସମୟକୁ ବଦଳିବ
ମୋର ଆଶା ହିଁ ସମସ୍ତଙ୍କୁ ଆଗେଇବା
ପ୍ରେରଣା ଦେବେ।
