STORYMIRROR

Mitanjali Satapathy

Others

2.6  

Mitanjali Satapathy

Others

କରୋନା

କରୋନା

1 min
685

କରୋନା ବହ୍ନିରେ ଜଳୁଛି ସାରା ବିଶ୍ୱ

ଶୁଭୁଛି ଆର୍ତ୍ତନାଦ ନିରୀହ ମଣିଷର | 

 

କରୋନା ରୂପ ଦେଖିତ ହେଉନି

ଅଦୃଶ୍ୟ ଭାବେ କରୁଛି କି କଲବଲ |


ଜୀବନର ମୋହ ନ ସରୁଣୁ, ଯମ ପାଞ୍ଜିପଟା ନ ଦେଖୁଣୁ

କରୋନା ନେଉଛି କେତେ ଅମୂଲ୍ୟ ଜୀବନ |


ଭେଷଜବିଜ୍ଞାନେ ରହିଛି କେତେ ରୋଗର ନାମ

କରୋନା କେଉଁଠୁ ଆସିଲା, କେମିତି ଆସିଲା

ସର୍ବାଗ୍ରେ ପାଇଲା ସ୍ଥାନ | 


ସଭିଏଁ ଡରିଲେ, ମୁଖେ ତୁଣ୍ଡି ବାନ୍ଧି ମୁହଁ କୁ ଲୁଚାଇଲେ

ତଥାପି ଲାଗୁନି କରୋନାକୁ ଟିକେ ଲାଜ

ଅଲାଜୁକ ପରି ବିନା ନିମନ୍ତ୍ରଣେ ରହିଛି କାବୁ କରି ଏତେ ଦିନ।


ଲୁଚି ଛପି କେମିତି ଶରୀରେ ପଶୁଛି

ଗୋଟି ଗୋଟି କରି ଜୀବନ ନେଉଛି

କେତେ ନିର୍ଦ୍ଦୟ ନିଷ୍ଠୁର ସେ

ହରାଇ ବସିଛି ହିତାହିତ ଜ୍ଞାନ |


କେଉଁଦିନ ଛାଡି ଯିବ ସେ ଆମ ଦେଶ

ଫୁଟିବ ସଭିଙ୍କ ଓଠରେ ହସ |


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Mitanjali Satapathy

ବାପା

ବାପା

1 min ପଢ଼ନ୍ତୁ

ବାପା

ବାପା

1 min ପଢ଼ନ୍ତୁ

ବୋଉ

ବୋଉ

1 min ପଢ଼ନ୍ତୁ

ମୋ ବୋଉ

ମୋ ବୋଉ

1 min ପଢ଼ନ୍ତୁ

କରୋନା

କରୋନା

1 min ପଢ଼ନ୍ତୁ