Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Sujata Routray

Others

5.0  

Sujata Routray

Others

କର୍ମ

କର୍ମ

1 min
150


ଧନୀ ହୁଅ ବା ହୁଅ ଗରିବ

ପ୍ରଭୁଙ୍କ ଆଖିରେ ସର୍ବେ ସମାନ

କର୍ମାନୁସାରେ ଫଳ ଫଳଇ

ମାନ ଅଭିମାନ ବୃଥା ହୁଅଇ

ଦୁଃଖ ହେଉ ବା ହେଉ ସୁଖ

କର୍ମ ହିଁ ନିଜର ମୂଳ ଲକ୍ଷ୍ୟ ।


Rate this content
Log in