କଲମ
କଲମ
1 min
27.2K
ପ୍ରେମ ପତ୍ରିକା
କଲମକୁ କାତ କରି
ବାହିଚାଲେ କାଗଜ ଡଙ୍ଗା
ମନରେ ଉଠେ ଅନେକ ବ୍ୟଥା
ସବୁ ଖୋଲି କହି ହୁଏନା
ଉଙ୍କି ମାରେ ହୃଦୟ କାନନେ
ଅନେକ ଅବ୍ୟକ୍ତ ଭାବନା
ସବ ଲେଖି ହୁଏନା
ତୁମେ ଚାଲି ଯିବାପରେ
ମୁଁ ଭାରି ଭଲରେ ଅଛି
ଭାବୁଛି ଅଳପ
ଝୁରୁଛି ବେଶି
କହି ପାରୁ ନାହିଁ
କି ସହି ପାରୁ ନାହିଁ
ମନରେ ବିଳାପ କରୁଛି
ଦିନେ ବୁଝିବ
ମୋ ମନକଥା
ନିତି ଲେଖେ ମୁଁ
ତୁମ ପାଇଁ କବିତା
ହୋଇଗଲି କବୀ
ଲେଖୁଲେଖୁ ପ୍ରେମ ପତ୍ରିକା
ଶ୍ରୀମତୀ ସସ୍ମିତା ରାଉତ
ସୋର, ବାଲେଶ୍ବର
ମୋ ୭୮୯୪୭୨୨୬୪୩
