STORYMIRROR

Santosh Pattnayak

Others

3  

Santosh Pattnayak

Others

କଳଙ୍କିତ ପ୍ରେମ

କଳଙ୍କିତ ପ୍ରେମ

1 min
203

ଭୁଲି ପାରୁନାହିଁ ସେଇ ଅତୀତକୁ

ମନେ ହେଉଅଛି ଗୁଣି

ସପନେ ଆସିବ କଥା ଦେଇଥିଲ

ସିନ୍ଦୁରା ତ' ଫାଟିଲାଣି ।


ଲେଖି ପାରୁନାହିଁ ପ୍ରେମର କବିତା

ମନ ମୋ' ଗଲାଣି ମରି

କହିପାରୁ ନାହିଁ ମନର ଭାଷାକୁ

ସମାଜକୁ ଡରି ଡରି ।


ପ୍ରେମ ଆବେଗରେ ତୁମ ପ୍ରତିଶୃତି

ପାଲଟି ଯାଇଛି ସ୍ମୃତି

ବୁଝି ପାରୁନାହିଁ ତୁମରି ପ୍ରମକୁ

କଳଙ୍କିତ ଲାଗେ ପ୍ରୀତି ।



Rate this content
Log in