STORYMIRROR

Manasmita Das

Others

2  

Manasmita Das

Others

କିଏ ଆଉ ଦୁଃଖ ବୁଝିବ

କିଏ ଆଉ ଦୁଃଖ ବୁଝିବ

1 min
134


ବାବା ହୋଇ ତୁମେ ମୋ ଦୁଃଖ  ନ ବୁଝିଲେ

            କିଏ ଆଉ ଦୁଃଖ ବୁଝିବ ।। 

 ମୋର  ଦୁଃଖ  କେତେ ତୁମେ  ତ ଜାଣିଛ

    ନ ଜାଣିଲା ପରି କେମିତି  ଚୁପ୍  ରହିଛ

ସବୁ ଜାଣିଶୁଣି କେମିତି ଏତେ ନିଷ୍ଠୁର ହେଉଛ ।। 

ଯେତେବେଳେ  ଯାହା ମୁଁ  ତୁମ୍ଭକୁ  ମାଗିଛି

     ସବୁବେଳେ  ତୁମେ ମତେ ସବୁ ଦେଇଛ ।। 

ଆଜି  କିନ୍ତୁ  ବାବା  ମୁଁ  ମାଗିବିନି କିଛି

    କଣ, କାହିଁକି ମାଗିବିନି  ସବୁ ତୁମେ ଜାଣିଛ ।। 

ଯେତେ  ଦୁଃଖ  ଦେଲେ  ମୁଁ  ସବୁ ସହିଯିବି

     ଏକଥା  ତୁମେ  ଭଲଭାବେ ତ ଜାଣିଛ ।। 

ଆହେ ଦୟାମୟ  ତୁମେ ଦୟାର ସାଗର

           ସବୁପରା  ତୁମେ  ସୃଷ୍ଟି କରିଛ ।। 

ବାବା ହୋଇ ତୁମେ  ମୋ ଦୁଃଖ  ନ ବୁଝିଲେ

କିଏ  ଆଉ   ମୋ  ଦୁଃଖ  ବୁଝିବ

    ମୋର ଦୁଃଖ  କେତେ  ସବୁ ତୁମେ ଜାଣିଛ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍