STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୨

Others

2  

ଓଡ଼ିଆ ଗଳ୍ପ ଓ କବିତା - ୨

Others

କିଛି କଥା

କିଛି କଥା

1 min
14.4K


କିଛି କଥା କହିବାକୁ

ମନ ହୁଏ ......


କିଛି କଥା ଶୁଣିବାକୁ

ଇଚ୍ଛା ହୁଏ ......


କିଛି ହସ ହସିବାକୁ କଷ୍ଟ ଲାଗେ

କିଛି ଲୁହ ବୋହିଗଲେ ଭଲ ଲାଗେ ...


କିଛି ଖୁସି ଲୁହ ଆଣି ସାଥେ ଆସେ

କିଛି ମିଠା ଦୁଃଖ ପାଖେ ପାଖେ ସଦା ରୁହେ ...


ଇଚ୍ଛା ହୁଏ ଲେଖିବାକୁ କବିତାଟିଏ

କିଏ ଏଠାରେ କୁହନ୍ତା କି ଲେଖିବାକୁ

ଓଠ ଖୋଲି ମତେ ଠାରେ ..


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍