STORYMIRROR

Santosh Pattnayak

Others

2  

Santosh Pattnayak

Others

କହରେ କାଳିଆ ଇଛାଟା ତୋହର

କହରେ କାଳିଆ ଇଛାଟା ତୋହର

1 min
13.8K


ଶିରୀ ମନ୍ଦିରକୁ ଫେରିବେ ସାଆନ୍ତେ

ବଡ଼ଦାଣ୍ଡ ଜଳାନବ

ଦର୍ଶନ ପାଇଁକି ଆସିଲେକି ଆଉ

ସ୍ବୟଂସେ ବରୁଣ ଦେବ....!!!


ମନରେ ସଂଶୟ ମାଳିକା ବଚନ

ସତେକି ବା' ସତ୍ୟହେବ

କଳ୍କୀ ଅବତାରେ ଏହିଠାରୁ କିବା

ଭକ୍ତଦୁଃଖ ପ୍ରଶମିବ....!!


ଭକତ ଲୁହରେ ହେଲାକି ପ୍ରଳୟ !

କିବା ରୋଷ ଇନ୍ଦ୍ରଦେବ

କହରେ କାଳିଆ ଇଛାକି ତୋହର

ପହଣ୍ଡି ନାବରେ ହବ....!!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍