STORYMIRROR

Reeta aparajeeta Mohanty

Others

3  

Reeta aparajeeta Mohanty

Others

ଖରାପ ଅଭ୍ୟାସ କରିବାନି କେବେ

ଖରାପ ଅଭ୍ୟାସ କରିବାନି କେବେ

1 min
270

ମଣିଷ ମାତ୍ରେ ଭୁଲ ଠିକ କାମ କରିବ

ହେଲେ ନିଜ ଭୁଲ ଯିଏ ସଜାଡି ପାରେ

ସେ ହିଁ ପ୍ରକୃତରେ ମଣିଷ।

ଯଦି ଖରାପ ଅଭ୍ୟାସ ଯାହା ସହ ଯୋଡିଯାଇଛି

ସେ ତା ଦେହରୁ ବାହାରି

ଆସିବା ଦ୍ୱାରା ତାର ମଙ୍ଗଳ ହୁଏ

ଦେଶ ଜାତିର ଉନ୍ନତି ହୁଏ

ଜଣେ ମଦ୍ୟପାନ କଲେ

ତା ସହ ତା ପରିବାର ଲୋକ ମଧ୍ୟ କଷ୍ଟ ପାଆନ୍ତି।

କେବେ ଦୁର୍ଘଟଣାର ଶିକାର ତ

କେବେ ତା ଲିଭର ଆଦି ଖରାପ ହେଇ ସେ ମରିଯିବ

ତେଣୁ ଲୋକମାନେ ସଚେତନ ହେଲେ

ସମାଜ ସୁଧରି ପାରିଵ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍