STORYMIRROR

Sujata Routray

Others

3  

Sujata Routray

Others

ଖେଳ

ଖେଳ

1 min
339

ଖେଳ କରଇ ମହାମେଳ,

ବଢାଏ ଶାନ୍ତି ସଦଭାବନା,

ହଟାଇ ତିକ୍ତତା ଗଣ୍ତଗୋଳ।


ବୈରୀର ଭାବନା ଦୂରେଇ ,

ଭାଇଚାରାର ବାର୍ତ୍ତା ଦେଇ ,

ମୈତ୍ରୀର ଭାବ ପ୍ରସାରଇ ।


Rate this content
Log in