Exclusive FREE session on RIG VEDA for you, Register now!
Exclusive FREE session on RIG VEDA for you, Register now!

Sujata Routray

Others


2  

Sujata Routray

Others


ଖେଳ

ଖେଳ

1 min 332 1 min 332

ଖେଳ କରଇ ମହାମେଳ,

ବଢାଏ ଶାନ୍ତି ସଦଭାବନା,

ହଟାଇ ତିକ୍ତତା ଗଣ୍ତଗୋଳ।


ବୈରୀର ଭାବନା ଦୂରେଇ ,

ଭାଇଚାରାର ବାର୍ତ୍ତା ଦେଇ ,

ମୈତ୍ରୀର ଭାବ ପ୍ରସାରଇ ।


Rate this content
Log in