STORYMIRROR

Ajita Mishra

Others

3  

Ajita Mishra

Others

କେଶବ

କେଶବ

1 min
169

ହେ କେଶବ,

କେଉଁଠି ରହିଛ କେତେ ଦୂରେ ତୁମେ

ହେଇ ଅଛ ହେଇ ନାହଁ

ଆଲୁଅ ବା ଅନ୍ଧାରରେ

ପିଲାଖେଳ ସମ

ଖୋଜିବୁଲେ, ଚତୁର୍ଦ୍ଦିଗେ ଭ୍ରମେ

କେଉଁଠି ରହିଛ କେତେ ଦୂରେ ତମେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍