STORYMIRROR

Chandrakanta Nayak

Others

3  

Chandrakanta Nayak

Others

କେମିତି କହିବି ବଡଦିଅଁ ବୋଲି

କେମିତି କହିବି ବଡଦିଅଁ ବୋଲି

1 min
362

କେମିତି କହିବି ବଡଦିଅଁ ବୋଲି

କେମିତି ମଉନେ ବସିଲ ଠାକୁରେ

ଶିରି ମନ୍ଦିରର ଗମ୍ଭୀର ଭିତରେ !

ଛାତିକୁ ତୁମର କରିଲ ପଥର

ତୁମେ ମହାପ୍ରଭୁ ନୁହଁ କି କାହାର !

କହିବାକୁ ଭାରି ଲାଜ ଲାଗିଲାଣି

ବଡଦିଅଁ ବୋଲି ହରି ପଡିଲାଣି ।

ଆଶାଥୁଲା ମୋର କିଛି କହିବାକୁ

ତୁମେ ତ କବାଟ କିଳି ବସିଲଣି ॥



ಈ ವಿಷಯವನ್ನು ರೇಟ್ ಮಾಡಿ
ಲಾಗ್ ಇನ್ ಮಾಡಿ