STORYMIRROR

Pratima Das

Others

4.5  

Pratima Das

Others

କବିତା

କବିତା

1 min
397


ଶବ୍ଦ ଆଉ ଭାବର ଲୁଚକାଳି ଖେଳରେ

ମୋ କବିତା ହଜି ଯାଇଛି

ଲୋ କବିତା, ଲୋ ଚୁଲି, ଲୋ ପାଉଁଶ

କହି କବିତାକୁ ଖୋଜୁଛି।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍