STORYMIRROR

‌Manjula Hota

Others

3  

‌Manjula Hota

Others

କାଶତଣ୍ଡି

କାଶତଣ୍ଡି

1 min
358


ଆସି ଶରତ ଛୁଇଁ ମରତ

ନିର୍ମଳ କରେ ମହୀ,

କାଶତଣ୍ଡୀରେ ଆଞ୍ଜୁଳା ଭରି 

ସୁଖର ଗୀତି ଗାଇ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍