STORYMIRROR

ଲିମନ ଦିଦି

Others

3  

ଲିମନ ଦିଦି

Others

କାଳିଆର କୃପା

କାଳିଆର କୃପା

1 min
169


ଅନେକ ଭୁଲ୍ ହେଇଛି ସେଥିପାଇଁ ଅନୁତପ୍ତ

ଅଜାଣତରେ କିଛି ଜାଣତେ ଆଉ ସମସ୍ତ

ଅଧିକ ଶିଖିଛି ଚିହ୍ନା ଅଚିହ୍ନା ଲୋକଙ୍କଠୁ

ଅଜସ୍ର ସ୍ନେହ ପାଇଛି ଆଶାଠୁ ଉପରକୁ

ଅଜ୍ଞାନ ଅନ୍ଧାର ଥିଲା ଆଲୋକ ମିଳିଛି

ଅକ୍ଳାନ୍ତ ପରିଶ୍ରମ କରିବାକୁ ପ୍ରେରଣା ପାଇଛି

ଆଗକୁ ନହେବ ଭୁଲର ପୁନରାବୃତ୍ତି

ଆରାମଦାୟକ ହେଉ ଆଗାମୀ ସ୍ଥିତି

ଆଶା ମାତ୍ର କାଳିଆର ସାଥି ନତୁଟୁ

ଆନନ୍ଦମୟ ହେଉ ବିଶ୍ବ ଚାରି ପଟୁ ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍