STORYMIRROR

Sunanda Mohanty

Others

2  

Sunanda Mohanty

Others

କାଦମ୍ବିନୀ-6

କାଦମ୍ବିନୀ-6

1 min
3.1K


କାଦମ୍ବିନୀ, ସଖି, ପାଉନି ତମକୁ ମନକଥା ଟିକେ କହିବାକୁ,

ତମ ପୃଷ୍ଠାରେ ଟିକେ ଭିଜି ଭିଜି ସୁନେଲି ଆଶାର କିରଣ ଦେଖିବାକୁ,

କରୋନାରୁ ଅବ୍ୟାହତି ପାଇଁ ସଙ୍ଗରୋଧେ ରହି ଝୁରୁଛି କିଛି ବାର୍ତ୍ତା ଦେଇଯିବାକୁ,

ସଭିଏଁ ଚାହାନ୍ତି ବଞ୍ଚିବାକୁ ହେଲେ ଅଣାୟତ୍ତ ଏଇ କାମନାକୁ,

ଗୋଡ଼ ଖସାଇବା ପରିଣତି ମଣିଷର,

ବୁଝିକି ପାରିଛି ସର୍ବନିୟନ୍ତାଙ୍କ ନିର୍ଦ୍ଦେଶକୁ ?

ଅନ୍ୟ ଜୀବନକୁ କଷ୍ଟ ଦେଇ ଆଜି ନିଜ ଜୀବନ ବଞ୍ଚାଇବା ପ୍ରଣାଳୀ ଆପଣେଇ,

ବାନ୍ଧିବାକୁ ହେବ ଅମାନିଆପଣକୁ,

ସହମତି ସହ ସହଭାଗିତାରେ ଅସାଧାରଣ ସମୟରୁ ଉତୁରି ଯିବାକୁ........ 

    

   କ୍ରମଶଃ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍