Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunanda Mohanty

Others

4  

Sunanda Mohanty

Others

କାଦମ୍ବିନୀ( 4)

କାଦମ୍ବିନୀ( 4)

1 min
23.3K



କାଦମ୍ବିନୀ, ତମ ନିଶ୍ୱାସେ ଆଶ୍ୱାସେ ମନ ହରଷେ, ତୁମ ପରଶେ ବିତିଛି କେତେ ବରଷେ,

ହେଲେ ଏ ମହୁଆ ନିଶା ।


ତମ ମନ କୁହ ଅବା ଦେହ,

ପ୍ରଥମ ପାହାଚେ ମୋ ଛାଇରେ କେତେ ଆଶା,


ତୁମ ଶେଷ ପାହାଚରେ ମନରୁ ଲିଭିନି ତୃଷା,

ଆଉ ସବୁ ଯାହା ବାକି ରହିଗଲା କଲା କାଳେ

ଲୋକହସା ।


ତୁମ ମାଧୁରୀରେ ତୁମ ଜାଗୃତିରେ ଆଖି ପଲକର ତୃଷ୍ନା, ସକଳ ଅବୟବ ଭିତରେ ଖୋଜୁଛି ମୁଁ ତୁମରି ସାନିଧ୍ୟ ବାସ୍ନା ।                       କ୍ରମଶଃ


Rate this content
Log in