STORYMIRROR

Sunanda Mohanty

Others

2  

Sunanda Mohanty

Others

କାଦମ୍ବିନୀ( 2)

କାଦମ୍ବିନୀ( 2)

1 min
2.9K

କାଦମ୍ବିନୀ ତମ ଆରମ୍ଭ ଲୁମ୍ବିନୀ

କେବେ ପ୍ରସ୍ଥାନ ଭାବନି ଅଭିମାନିନୀ.

ତମ ପାଦ ଚି଼ହ୍ନ ମୁଁ ଅନୁଗାମିନୀ,

ପୃଷ୍ଠା ପରେ ପୃଷ୍ଠା ସାହିତ୍ୟ ଭିତରେ

କଟେ ଦିବା ରାତି ଜଣା ପଡ଼େନି.

ସତରେ ମୋ ସଖି,

କିଏ ଦେଲା ମାଖି ବିଜ୍ଞାନ ଭିତ୍ତିକ ଚେତାବନୀ

ଆଉ ସ୍ୱାଭିମାନ ଭରା ନିଶ୍ୱାସ ପ୍ରଶ୍ୱାସ ଭିତରେ ଏତେ ସୃଜନୀ.

ତମେ କହିବକି ଥରେ ଏ ମହାମାରୀରେ

ଓଡ଼ିଆ ନବବରଷରେ

ଯେତେ ଆତଙ୍କ ସନ୍ତ୍ରାସ ଭୟର ହୋଇବ ଉଦଯାପନୀ,

କରିନୁ ଯାହାକୁ କେବେବି ଆବାହନୀ.

ବିଷୁବ ସଂକ୍ରାନ୍ତି ଖେଳାଇଦେଉ

ସମସ୍ତ ପ୍ରାଣେ ନୂଆ ପ୍ରଣାମର ଚେତନା ଓ ଚୈତନୀ.

        

                         ........  କ୍ରମଶଃ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍