STORYMIRROR

ଲିମନ ଦିଦି

Others

2  

ଲିମନ ଦିଦି

Others

ଜରୁରୀ କି ?

ଜରୁରୀ କି ?

1 min
30


ବିନା ଦୋଷେ ଦଣ୍ଡ ଦେବା

ଆଖି ଥାଇ ଅନ୍ଧ ହେବା

ବୁଦ୍ଧି ଥାଇ ନିର୍ବୋଧ ହେବା

ଶିକ୍ଷିତ ହୋଇ ମୂର୍ଖ ବୋଲାଇବା

ସବୁ ଥାଇ କିଛି ନାହିଁ କହିବା

ଧନ ଥାଇ ଦାନ ନ କରିବା

ସକ୍ଷମ ହୋଇ ସେବା ଚାହିଁବା

ବୃଦ୍ଧ କାଳେ ବାଲ୍ଯ ଲୀଳା କରିବା

ଔଷଧ ନଖାଇ ତାଟିଆ କାମୁଡିବା

ସ୍ବାର୍ଥ ପାଇଁ ସମ୍ପର୍କ ରଖିବା

ପ୍ରେମ ବଞ୍ଚିବାକୁ ଫୋନରେ ଗପିବା

ଚାକିରୀ ପାଇବାକୁ ଲାଞ୍ଚ ଦେବା

ଅଠାନବେ ପ୍ରତିଶତ ଜରୁରୀ ନୁହେଁ

ଆଉ ଦୁଇ ପ୍ରତିଶତ ?

ହାଃ.... ହାଃ......ହାଃ.... ହାଃ......

ଜରୁରୀ କି ?


Rate this content
Log in