STORYMIRROR

PUSPALATA SAHOO

Children Stories

3  

PUSPALATA SAHOO

Children Stories

ଜନ୍ମଦିନ

ଜନ୍ମଦିନ

1 min
193

ବରଷକେ ଥରେ ଆସେ 

ଜନ୍ମଦିନ ର ଆସର 

କେତେ ପିଠା ପଣା ରନ୍ଧା ରନ୍ଧି 

ସାଙ୍ଗ ସାଥି ଖେଳ ମେଳି 

ନୂଆ ଜାମା ନୂଆ ଜୋତା 

ପାଟ ମଠା ନୂଆ କଥା 

ସବୁ ଆଜି ନୂଆ ନୂଆ 

ଜନ୍ମଦିନ ଆସିଛି ଆଜି 

ନେଇ ଖୁସିର ପସରା ॥

ବାପା ବୋଉ ଆଶୀର୍ବାଦ 

ସାଥେ ଥାଉ ସବୁ ଦିନ 

ମାଗୁଛି ଆଶିଷ ବାରେ 

କଳା ଠାକୁର ମୋର 

ହସ ଖୁସି ଦିଅ ଭରି 

ଜୀବନ ପଥରେ ମୋରି 

ପାଇ ତଵ ଶୁଭ ଆଶିଷ 

ଦୂର ହେଉ ଦୁଃଖ କଷ୍ଟ 

କୁସୁମିତ ହେଉ ସଦା 

ସ୍ୱପ୍ନର ଚଲା ପଥ ॥


Rate this content
Log in