ଜନ୍ମଭୂମି
ଜନ୍ମଭୂମି
1 min
190
ଉତ୍କଳ ଅଟଇ ଏକ ବିଶାଳ
ବଞ୍ଚି ଅଛି ଯିଏ କାଳକୁ କାଳ।
କେତେ ଶତ୍ରୁ ଆସିିକଲେ ଲୁୁଣ୍ଠନ
ବୋହିନେଲେ କେତେ ଧନ ରତନ।
ଅଟଇ ସେମୋର ଜନମ ଭୂଇଁ
ପାରେ ସେ ସଭିଙ୍କ ଚିତ୍ତକୁ ଛୁଇଁଁ।
ଉତ୍କଳେ ମୋହର ଜନମ ହୋଇଛିିିି
ଉତ୍କଳ ପାଇଁ ମୁଁ କରିନାହିଁ କିଛିି।
ଯାର କ୍ରନ୍ଦନ ଶୁଭୁୁୁଥାଇ ନୀତି
କେମିତି ଭୁୁୁୁଲିିବି ତାର ପୀରତିିି।
ଯାର କ୍ରନ୍ଦନ ଶୁଭୁୁୁଥାଇ ମୋତେ
ଭୁୁୁଲି ମୁଁ ପାରିବିି ତାକୁ କେମନ୍ତେ ?
କରିଅଛି ମୋତେ ଛୋଟ ରୁ ବଡ
ସହି ଅଛି କେତେ ଦୟନୀୟ ଝଡ଼।
ଗଲେ ଯାଉ ପଛେ ମୋର ଜୀବନ
ସହି ପାରିବିନି ଆଉ ତାର କ୍ରନ୍ଦନ।
ଅଟେ ସେ ଜନମ ଭୂମି ଧରିତ୍ରୀ
ଲୋଡା ନାହିଁ ମୋର ତା ପାଖରୁ କିଛି ।
ଦେଇ ପାରିଲେ ମୁଁ ଟିକିଏ ହସ
କାଳ କାଳ କୁ ମୋ ରହିବ ଯଶ ।
