STORYMIRROR

Reeta aparajeeta Mohanty

Others

3  

Reeta aparajeeta Mohanty

Others

ଜୀବନର ଖୋଲା ଖାତା

ଜୀବନର ଖୋଲା ଖାତା

1 min
142

ଜୀବନର ଖୋଲା ଖାତାରେ ଲେଖିଦେଇଛି ଅନେକ କବିତା ।


ନାନା ରଙ୍ଗ ଭରିଛି ପୃଷ୍ଠାରେ ପୃଷ୍ଠାରେ ,

ସ୍ନେହ ,ପ୍ରେମ ବିରହ ର କିଏ ପଢିପାରିବ ସେ କବିତା ସବୁକୁ ।


କାଗଜରେ ନୁହେଁ ମୋ କବିତା ସବୁ ପବନ ,ନଦୀ, ପାହାଡ, ରାସ୍ତା ଘାଟ ସବୁଠି ଭାସୁଛି।


ଜୀବନର ଖୋଲା ଖାତା ରେ ଲେଖିଦେଇଛି ଅନେକ କବିତା ।


Rate this content
Log in