STORYMIRROR

ASWINI DASH ଅଶ୍ୱିନୀ ଦାଶ

Others

3  

ASWINI DASH ଅଶ୍ୱିନୀ ଦାଶ

Others

ଜୀବନ

ଜୀବନ

1 min
368

ଜୀବନ !

ଜନ୍ମଠୁ ଆରମ୍ଭ ମୃତ୍ୟୁ ଯାଏଁ।


କିଏ ଜାଣେ,

ଜନ୍ମ ଜନ୍ମ ପରି ନୁହେଁ

ଆଉ ମୃତ୍ୟୁ ମୃତ୍ୟୁ ପରି ଏକ ବିନ୍ଦୁ।


ଜୀବନ ! ଏମିତି ବି ହେଇପାରେ,

ମୃତ୍ୟୁରୁ ଆରମ୍ଭ ଆଉ ଜନ୍ମରେ ଶେଷ !


ମରିବାଠୁ ଆରମ୍ଭ ବି ଜୀବନ,

ଜନ୍ମର ଅହେତୁକ ଯନ୍ତ୍ରଣା ପରେ

ମୃତ୍ୟୁ ହିଁ ଚରମ ଆନନ୍ଦ।


ଜନ୍ମରେ ବୃଥା ସମସ୍ତ କାମନା,

କାମନା ଜଳିଯିବା ପରେ ତ

ଜୀବନ ଆରମ୍ଭ।



Rate this content
Log in