Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geeta Sarangi

Others

2  

Geeta Sarangi

Others

ଜୀବନ ଗୀତା-୩୫୧

ଜୀବନ ଗୀତା-୩୫୧

1 min
469


ଚିରାଚରିତ ଜୀବନ

ଚାଲିଛି ଚାଲିବ

କିଏ ପାଦେ ଆଗେ

କିଏ ପଛ ହୋଇଯିବ ॥୦॥

ଲମ୍ବାରାସ୍ତା ପଡିଅଛି

ଆଗକୁ ଆଗକୁ

ଚାଲିବାକୁ ମନାନାହିଁ

କେବେ କାହାରିକୁ

କିଏ ଚାଲୁଥାଏ କିଏ ଧାଉଁଥାଏ

କିଏ ଫେରିଯାଏ କିଏ

ଆହୁରି ଚାଲିବ ॥୧॥

ଚାଲୁଚାଲୁ ରାତିଦିନ

ପଡେନାହିଁ ଜଣା

କିଏ ପାଇଯାଏ କିଏ

ହଜାଏ ଠିକଣା

କିଏ ଝୁଣ୍ଟୁଥାଏ କିଏ ପଡୁଥାଏ

ରାସ୍ତା ସଚ୍ଚା ସାକ୍ଷୀ ଟିଏ

କହି ସେ ପାରିବ ॥୨॥


Rate this content
Log in