Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geeta Sarangi

Others

3  

Geeta Sarangi

Others

ଜୀବନ ଗୀତା - ୨୧୦

ଜୀବନ ଗୀତା - ୨୧୦

1 min
6.7K


ଜୀବନ ଗୀତା - ୨୧୦

ଗୀତା ଷଡ଼ଙ୍ଗୀ

ଜୀବନ ବିଶାଳ
ପୁଣି ଜଞ୍ଜାଳମୟ,
କେବେ ସେ ଅଥୟ
ପୁଣି କେବେ ସେ ଥୟ ॥୦॥

କେବେ ବେହିସାବୀ
କେବେ ସେ ହିସାବୀ,
କେବେ ସେ ସରଳ
କେବେ ପୁଣି ଗର୍ବୀ,
ଜୀବନ ବିଷାଦ
ପୁଣି ଆନନ୍ଦମୟ ॥୧॥

କେବେ ସେ ଆକାଶ
କେବେ ସେ ପୄଥିବୀ,
କେବେ ଶୁଭ୍ର ମଲ୍ଲୀ
କେବେ ସେ କରବୀ,
କେବେ ସିଏ ସ୍ଥିର
ପୁଣି ଉଚ୍ଚାଟମୟ ॥୨॥

*****


Rate this content
Log in