STORYMIRROR

Gouttam kachim

Others

2  

Gouttam kachim

Others

ଜହ୍ନଗୌତମ କଚିମ

ଜହ୍ନଗୌତମ କଚିମ

1 min
60

ଦୂର ନୀଳ ଗଗନ ରେ,

ତାରା ମେଳେ ହସଇ,

ନିଶା ହେଲେ ନିଶା କର,

ଆଲୋକ ବିତରଇ,

ତା ଆଲୋକ ବିଚ୍ଛୁରିତେ,

ତମସା ହୁଏ ଦୁର,

ନା ତାର ଜହ୍ନ ମାମୁଁ,

ମାମୁଁ ସେ ସଭିଙ୍କର,

ମାମୁଁ ସେ ସଭିଙ୍କର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍