ଝିଅ ଜନ୍ମ ପରଘରକୁ
ଝିଅ ଜନ୍ମ ପରଘରକୁ
1 min
6.6K
ଝିଅ ଜନ୍ମ ହସ ଲୁହର ଧାରା
କେବେ ସୁଖ ଆଉ କେବେ ଦୁଃଖ
ଛାଡି ଚାଲି ଯାଏ ବାପା ଘର
ଅଚିହ୍ନା ହାତକୁ କରେ ସେ ନିଜର
ବାପା ବୋଉ ଭାଇଙ୍କ ଆଖିରେ
ଲୁହ ଦେଇ ଚାଲି ଯାଏ ଶାଶୁଘର
ସବୁ ଅଳିଅଝଟକୁ ଭୁଲି ଯାଇ
ସୁଖ ନେଇ ଯାଏ ତାହା ଶାଶୁଘର
କଥା ରହିଛି କାଳ କାଳରୁ
ଝିଅ ଜନ୍ମ ତ ପରଘରକୁ
ପ୍ରମିଳା ସାହୁ