ଝଡ଼
ଝଡ଼
1 min
42
- କିଛିବାଟ ଗଲାପରେ
- କେତେବେଳେ ଝଡ଼ ଆସେ
- ଆଗକୁ ମାଡିବାକୁ ଭୟ
- ସୁସୁ ପବନର ବେଗ
- ଯେମିତି ଟେକି ଦେଇ
- ନେଇଯିବ କି ଫିଙ୍ଗିଦେଵ
- ଅଳିଆ ଗଦାର କେଉ କୋଣରେ
- ଭାଙ୍ଗି ଦେବ ଗଛ ଓ ଡାଳ ପତ୍ର
- ଉଡ଼ାଇ ଦେବ ସାମ୍ନାରେ
- ବୁଡ଼ାଇଦେଵ ଦମ୍ଭ ଅଭିମାନ
- ସବୁଯେମିଟି ଶ୍ରୀହୀନ
- ସୁନସନ କରିଦେବ
- ଝଡକୁ ବଳ ବା କାହାର
- ଅଣ୍ଟା ଉଠେଇ ଚାଲିବା ଅସ୍ଵାଭାବିକ
- କେତେ ଆଶା ନିରାଶର
- ବାଲିଘର ଭାଙ୍ଗିଗଲା ଝଡ଼
