ଇନ୍ଦ୍ରଙ୍କ କୋପ
ଇନ୍ଦ୍ରଙ୍କ କୋପ
1 min
152
ପାଣି ଟୋପାଟି ରେ ମା' ମାଟିଟା ଭିଜେ
ମଦ ଟୋପାଟିରେ ଦେହ ।
ସେ ଭିଜା ମାଟିରେ ସମ୍ପଦ ହସିବ
ଶୋଭିବ କି ମଦୁଆ ଦେହ ?
ନାହିଁ ପୂଜାର୍ଚ୍ଚନା ଜଳାଧୀଶ ପାଇଁ
ହସେ ଏବେ ମଦ ଭାଟି ।
ଚାଷ କ୍ଷେତ ହିଡ଼େ ପାଦ ରଖି ସର୍ବେ
ଵଳାଅ ମନକୁ ସେଠି ।
