STORYMIRROR

Sujata Badajena

Others

2  

Sujata Badajena

Others

ଈଶ୍ୱର

ଈଶ୍ୱର

1 min
988


ବିଶ୍ୱାସର ସେଇ ତରୁ ଡାଳେ

ଚକ୍ରବାକ ସେଠି ଦୋଳି ଖେଳେ

ଖୋଜିବାର ଶତ ପ୍ରୟାଶ ରେ

ତଥାପି ତୁ କୋଉଠି ଥାଉ ରେ

କେତେ ହାତ ଉଠେ ତୋ ପାଇଁ

କେତେ ବାଗେ ଡକା ପଡେ ସାଇଁ

କିଏ ଜାଣେ ତତେ କେତେ ଛୁଁଏ

ଭକ୍ତଙ୍କ ଆର୍ତ୍ତନାଦ ରେ ପରାଣ

ମୋର ପୋଡିଯାଏ.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍