STORYMIRROR

Akshayakumar Dash

Others

2  

Akshayakumar Dash

Others

ଈଶ୍ୱର

ଈଶ୍ୱର

1 min
423

କିଏ ଦେଖିଛି ତାଙ୍କୁ

ସାକ୍ଷାତ ହୋଇଛି

କ୍ରିଷ୍ଣା କି ନାରାୟଣ ରୂପରେ

ରାମକି ଶଙ୍କର

ଜଗନ୍ନାଥ ବା ବର୍ଦ୍ରିନାଥ ଚାରିଧାମରେ

ତାଙ୍କ ପରିବାର ଲକ୍ଷ୍ମୀ କି ରାଧାକୃଷ୍ଣ ଯୁଗଳ ରୂପରେ।

ତାଙ୍କୁ ଦେଉଥିବା ଭୋଗଜାକଂ

ନଡ଼ିଆ କଦଳି ପଞ୍ଚାମୂର୍ତ

ଧୂପଦୀପ ଶୋଢସ ଉପଚାର

ପାଆନ୍ତି କି ଇଶ୍ୱର

ସ୍ୱାର୍ଥପର ମଣିଷର ଭୋଗରାଗ ଉପଚାର

ଛୁଞ୍ଚି ଦାନଦେଇ ଶାବଳ ପାଇବାକୁ

ଲାଞ୍ଚ ଦେଇ ଈଶ୍ୱରଙ୍କ ଆଶୀର୍ବାଦ ପାଇବାକୁ

ଶଗଡ଼ଗୁଳାରେ ବା ପରିଧି ଭିତରେ ବଞ୍ଚିବାକୁ।

ଈଶ୍ୱରଙ୍କୁ ଦେଖିବତ ଆସ

ବାଣ୍ଟିବାକୁ ଅର୍ଣ୍ଣ ,ଖରାବେଳେ ଖୁଣ୍ଟରେ ଚଢ଼ି

ତାର ଯୋଡୁଥିବା ବଂଧୁ

ବାଟ ସଫା କରି

ଚାଲିବାକୁ ଭରସା ଦେଉଥିବା

ବିପଦ ବେଳେ ସାଥିରେ ଥିବା

ଈଶ୍ୱରକୁଁ କରିବା ଦର୍ଶନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash