STORYMIRROR

Ranjan Kumar Brahma

Others

3  

Ranjan Kumar Brahma

Others

ହତଭାଗା ଗୋରାଙ୍କ ପିଲା

ହତଭାଗା ଗୋରାଙ୍କ ପିଲା

1 min
200


ମୁଁ ଶୁଣିଛି,

ଶିକ୍ଷକ ବୃତ୍ତି

ଗୋରାଙ୍କ ଜୀବନ ପରି ।

ସେମାନେ ସୂର୍ଯ୍ୟ ଅସ୍ତ

ଆଦଉ ଦେଖନ୍ତି ନାହିଁ ।

କିନ୍ତୁ,

କେବେ ଶୁଣିନି କି ଜାଣିନି

ଛାତ୍ରଙ୍କ ଜୀବନ ଅବିକଳ ବୋଲି ।


ଦେଖୁଛି,

ସକାଳର ପ୍ରାର୍ଥନା ରେ

ସ୍ୱାଗତ ଗୀତରେ

ସାର୍ ମାଡ଼ମ୍ ଙ୍କୁ ସ୍ୱାଗତ କରି

ଶ୍ରେଣୀରୁ ଫେରିବା ପରେ

ସେମାନଙ୍କ ଦେଖା ମିଳେନି ।


ପୁଣି ଆମେ ଅପେକ୍ଷା କରୁ

ଆସନ୍ତା ଦିନର ସୂର୍ଯ୍ୟ ଉଦୟକୁ

ସୂର୍ଯ୍ୟରୁପି ନୂତନ ଶିକ୍ଷକଙ୍କୁ

ଗୋରା ନ ହେଲେ ଵି

ହତଭାଗା ଗୋରାଙ୍କ ପିଲା ପରି ।।




Rate this content
Log in