STORYMIRROR

Ranjan Kumar Brahma

Others

3  

Ranjan Kumar Brahma

Others

ହସ ଓ ମୋବାଇଲ୍

ହସ ଓ ମୋବାଇଲ୍

1 min
303


ଏହାକୁ ନେଇ 

ପୁଅ ବୋଉ ଦୁହେଁ 

ଘରେ ବସିଥାନ୍ତି ମାଡି ।

ଚାଲ ଯୁଗ ସହ ଆମେ

ବଦଳିଯିବା ଯେ 

ଝଟକୁ ଥିବ ଆମ ଯୋଡି ।।୧।।


ଚେନାଏ ହସରେ

ଛେନା ଭରି ଅଛି 

ଜୀବନ ମାନେ ତ ଏୟା ।

ହସି ହସେଇବା

ବଞ୍ଚି ବଞ୍ଚେଇବା 

ଦୁହେଁ ଦୁହିଁଙ୍କର ସାହା ।।୨।।


Rate this content
Log in