STORYMIRROR

Paresh Kumar Biswal

Others Romance

2  

Paresh Kumar Biswal

Others Romance

ହୃଦୟ

ହୃଦୟ

1 min
14K



ସରଳ,କୋମଳ ନିର୍ମଳ ଅଟଇ

ହୃଦୟର ଗନ୍ତା ଘର,

ପ୍ରେମ,ଘୃଣା ସବୁ ସାଉଁଟି ରଖିକି

କରିଦିଏ ଆପଣାର।


ସମଗ୍ର ସଂସାର ଖୋଜି ବୁଲୁଥାଏ

ସୁନ୍ଦର ହୃଦୟ ପାଇଁ,

ଇଶ୍ୱରଙ୍କ ଦାନ ଏହି ସେ ହୃଦୟ

ଭାଗ୍ୟ ତାହା ରଖି ଥାଇ।


ଅସିମିତ ପ୍ରେମ ଅମାପ ଜାଗା ହିଁ

ହୃଦୟ ଭିତରେ ଥାଏ,

ଯିଏ ପୁଣି ତାକୁ ଘୃଣା କରୁଥିବ

ତାକୁ ହିଁ ସେ ଭଲ ପାଏ।


ପରେଶ କୁମାର ବିଶ୍ବାଳ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍