STORYMIRROR

ଲିମନ ଦିଦି

Others

3  

ଲିମନ ଦିଦି

Others

ହନୁମାନ

ହନୁମାନ

1 min
391

ହେବାକୁ ଚାହେଁନା ପ୍ରଭୁ ଶ୍ରୀରାମ


କହିବାକୁ " ତୋର ତୋର, ମୋର ମୋର"


ହେବିନି ମୁଁ ଦିଗବିଜୟୀ ରାବଣ


କହିବାକୁ " ମୋର ମୋର ,ତୋର ବି ମୋର "


ହେବାକୁ ଚାହେଁ ସେବକ ହନୁମାନ


ଯୋଡ ହସ୍ତେ ତବ ପଦେ କହିବାକୁ


" ତୋର ତୋର , ମୋର ବି ତୋର" ।

     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍