STORYMIRROR

Pramod Kumar Jena

Others

3  

Pramod Kumar Jena

Others

ହିତା

ହିତା

1 min
314

ବ୍ରହ୍ମାଣ୍ଡ ସୁନ୍ଦରୀ ସପ୍ତଗ୍ରହିତା

ଗୋଦର ଗୋଡରେ ସରୁ ଅଳତା


ମୁଖେ ହରି ଓଁ କାନ୍ଧେ ପଇତା

ରାତିରେ ସେବିକା ଦିନରେ ମାତା


ଭଣ୍ଡବାବାଙ୍କର ଚନ୍ଦନ ଚିତା

ଅଙ୍କାବଙ୍କା କହେ ନୁହଁଇ ହିତା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍