STORYMIRROR

Kumudabandhu Naik

Others

3  

Kumudabandhu Naik

Others

ହେ ପ୍ରଭୁ

ହେ ପ୍ରଭୁ

1 min
614


କରିଦେ ଭିକାରୀ ମତେ ସୁଦାମା ର ପରି,

ସଦା ଜପୁ ଥିବି ନାମ ଶ୍ରୀହରି ଶ୍ରୀହରି।

ତବ ଶ୍ରୀ ଚରଣେ ସଦା ଲାଗିଥିଲେ ମନ,

ପାଇବି ମୁଁ ନିଶ୍ଚେ ଦିନେ ତୋର ଆଲିଙ୍ଗନ।

ମୋ ଗୃହ ସଂସାର ଚିନ୍ତା ତତେ ଲଗିଥାଉ,

ତୋର ନାମ ଜପି ଜପି ଏ ଜୀବନ ଯାଉ।

ତୋ ଚରଣେ ଅର୍ପି ଦେଲି ମୋର ମନ ପ୍ରାଣ,

ଗୁହାରି କରେ ମୁଁ ମତେ ଦେବୁ ମୋକ୍ଷ ଦାନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Kumudabandhu Naik

ଭାବନା

ଭାବନା

1 min ପଢ଼ନ୍ତୁ

ହୄଦୟ

ହୄଦୟ

1 min ପଢ଼ନ୍ତୁ

ହୄଦୟ

ହୄଦୟ

1 min ପଢ଼ନ୍ତୁ

ଅଧମ

ଅଧମ

1 min ପଢ଼ନ୍ତୁ

ପ୍ରେମ

ପ୍ରେମ

1 min ପଢ଼ନ୍ତୁ

ଆଶା

ଆଶା

1 min ପଢ଼ନ୍ତୁ

ବାଲ୍ୟ

ବାଲ୍ୟ

1 min ପଢ଼ନ୍ତୁ