STORYMIRROR

Kumudabandhu Naik

Others

3  

Kumudabandhu Naik

Others

ହେ କାଳିଆ

ହେ କାଳିଆ

1 min
476



ଆହେ ମହାବାହୁ ଶୁଣିପାରୁ କି ତୁ ସତେ?
ମୋର ଦୁଃଖ କଥା କେତେ ଜଣାଉଛି,
କିପରି ଯିବି ପରତେ ?
ତୁ ଶୁଣି ପାରୁକି ଶତେ?
ଶୁଣୁ ଯଦି କିଛି କହୁ ନାହୁଁ କିଆଁ ?
ବିଶ୍ୱାସ ଯିବି କେମନ୍ତେ ?
ରଖ ରଖ ବୋଲି ଛାଡୁଛି ବୋବାଲି
ମତେ କାହିଁ ତୋଳି ଧରୁନୁ ହାତେ?
ଆହେ ମହାବାହୁ ତୁ ଶୁଣି ପାରୁ କି ସତେ?
ଶୁଣୁ ଯଦି ମୋର କଥାଟେ ରଖିବୁ,
ଫେରେଇବୁ ନାହିଁ ମର୍ତ୍ତ୍ଯେ ।
ତୋର ଶ୍ରୀଚରଣେ ସ୍ଥାନ ଟିକେ ଦେବୁ,
ଶରୀର ଛାଡିବା ଅନ୍ତେ ।
ମହାବାହୁ ତୋ ଶରଣେ ନେବୁ ମତେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Kumudabandhu Naik

ଭାବନା

ଭାବନା

1 min ପଢ଼ନ୍ତୁ

ହୄଦୟ

ହୄଦୟ

1 min ପଢ଼ନ୍ତୁ

ହୄଦୟ

ହୄଦୟ

1 min ପଢ଼ନ୍ତୁ

ଅଧମ

ଅଧମ

1 min ପଢ଼ନ୍ତୁ

ପ୍ରେମ

ପ୍ରେମ

1 min ପଢ଼ନ୍ତୁ

ଆଶା

ଆଶା

1 min ପଢ଼ନ୍ତୁ

ବାଲ୍ୟ

ବାଲ୍ୟ

1 min ପଢ଼ନ୍ତୁ