STORYMIRROR

Ranjan Kumar Brahma

Others

2  

Ranjan Kumar Brahma

Others

ହେ ଦୀପାଳି !

ହେ ଦୀପାଳି !

1 min
116

ତେଜି ଶିଖାଟିଏ କରୁଛୁ ଅଳି

ହେ ଦୀପାଳି !

ହରିବ ଦୁଖଃ ଯେତେକ 

ଦେଶବାସୀ ଆଜି ବିଶ୍ୱାସ ଜୁଟାଏ 

ରଖିବ ମାନ ମହତ

ହେ ଦୀପାଳି  


ଯେ ଭାବେ ଉତ୍ସଵ ପାଳୁ ଦୀପାବଳି

ହେ ଦୀପାଳି

ସେ ଭାଵ ହୃଦୟେ ରଖି 

ବିଶ୍ୱ ମହାମାରୀ ନାଶି 

ବିଷାଦ ଆଶଙ୍କା ସହସା ହରିବ

ହସିବେ ପୃଥିବୀ ବାସୀ

ହେ ଦୀପାଳି


ଯେଉଁ ଗୁଣେ ନିଜେ ସଦା ଗରୀୟାନ

ହେ ଦୀପାଳି

ସେହି ଧର୍ମ ରକ୍ଷାକରି 

କୁଚକ୍ରି କୁମତି ଜାଳି

ଆଲୋକ ପଥରେ ବାଟ କାଢ଼ିନିଅ

ଯିଏ ସନାତନ ପୂଜାରୀ 

ହେ ଦୀପାଳି   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍