STORYMIRROR

Goutam Mohanty

Others

4  

Goutam Mohanty

Others

ହାୟ ବ୍ୟାସକବି

ହାୟ ବ୍ୟାସକବି

1 min
309


କେବେ ଥରେ

ଉତୁରି ଆସନ୍ତା କି ଫକୀରଙ୍କ

ଆଖି ଲୁହର ଅବଶିଷ୍ଟାଂଶ

ସବୁ ଓଡ଼ିଆଙ୍କ ଶୁଷ୍କ ଆଖିରେ ।


ମୋ ମାଆର ବ୍ୟଥା କି ଆଉ

ଅଶୁଣା ରହିଥାନ୍ତା କେଉଁଠି

ଏ ସମଗ୍ର ବିଶ୍ୱ ଦରବାରେ .?


ହେ ବ୍ୟାସକବି

ଶାସ୍ତି ବିଧାନ କରି ଦଣ୍ଡ ଦିଅ

କ୍ଷମା ଯୋଗ୍ୟ ନୁହେଁ ଏ ଜାତି

ଆମେ ସବୁ ଘୃଣିତ ମାତୃଦ୍ରୋହୀ

ତୁମ ନ୍ୟାୟାଳୟର କାଠଗଡ଼ାରେ ।

           


Rate this content
Log in