STORYMIRROR

kahnu charan sahu

Others

3  

kahnu charan sahu

Others

ହାଟ

ହାଟ

1 min
247

କିଣା ବିକା ହୁଏ

ହାଟରେ ଅନେକ ଜିନିଷ

କେବେ ପ୍ରେମ, କେବେ ପ୍ରତାରଣା

ଆଉ କେବେ ଦରପୋଡା ଅବଶୋଷ ।


ବିକା ହୁଏ 

କେବେ ଇଜ୍ଜତ

ଆଇନକୁ ବି କିଣା ଯାଇପାରେ

ଟଙ୍କାରେ ଭରପୁର ଥଳି ଦେଇ ।


ହାଟ 

ବତାଏ ବାଟ

ଚାଲିବା ପଥ 

କେବେ କଣ୍ଟକିତ

ବଂଚିବା ପାଇଁ ଅନେକ କଷ୍ଟ

ହାଟରେ ଦଲାଲ କରେ ନିଲାମ ।



Rate this content
Log in