STORYMIRROR

Akshayakumar Dash

Others

3  

Akshayakumar Dash

Others

ହାଟ

ହାଟ

1 min
227


କେତେକ ଦୋକାନୀ

ପରିବା ରୁ ଘରକରନା

ଚାହା ଜଳଖିଆ ପାନ

ଆସି ବିକାକିଣାରେ

କିଏ ଆସେତ ଭେଟିବାକୁ

ତାଙ୍କର ପରିଚିତ ଲୋକଙ୍କୁ

ପୁଣି କିଏ ଆଗରୁ ଆସି

ତାର ପସରା ମଲେଇ

ବିକୁଥାଏ ହାଣ୍ଡିକ ଘୁଗୁନି

ବସିବା ପୂର୍ବରୁ ପାଣିଭାରୁଆ

ଦେଇଯାଏ ଜଳ

ଯେମିତି କିଣାବିକାର ବଳୟ ଭିତରେ

ଭୁଲିଯାଉଛି ନିଜ ସଂସାର

ଦୁନିଆଁ ରେ କିଣାବିକା ସାର

ସରିଗଲା ହାଟ ହଟିଗଲାଣି ଦୋକାମ

ଏବେ ନିର୍ଜନ ପଡ଼ିଆ ଖାଁ ଖାଁ ଲାଗୁଛି

ସତେ ଯେମିତି ଏକାନ୍ତ ଜୀବନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash