Liza Senapati
Others
ହାଟ,
ସଭିଏଁ ମିଶନ୍ତି,
ସଭିଏଁ ହସନ୍ତି ,
ହେଇ ଏକତ୍ରିତ।
ସମନ୍ତେ ଆସନ୍ତି,
ଜାନିଜଉତିକେ ହୁଅନ୍ତି ଭେଟ,
ନାନା ରଗଂ ଖେଳନା,
ନାନି ଜାତିର ମଣିଷ,
ହାଟ ଇଏ ସଭିଏଁ ହୁଅନ୍ତି ଭେଟ।
କିଛି
ଜୀବନ
ବନ୍ଧନ
ପ୍ରେମ
ଅପରିଚିତ
ଯାଦୁ
ଶୀତ ଋତୁ
ପରିବାର
ହିରୋ
ମୋ ଦେଶ