Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Akshayakumar Dash

Others

3  

Akshayakumar Dash

Others

ଗୁରୁପୂଜା

ଗୁରୁପୂଜା

1 min
369


ଏମିତି କିଛି ଦିନ

ଦିବସ ପାଳନକରୁ,

ସେପ୍ଟେମ୍ବର ପାଞ୍ଚତାରିଖରେ

ଗୁରୁ ଦିବସ ପୁଣି ଗୁରୁବାର

ଆମ ପରମ୍ପରାର ମତେ

ଗୁରୁପୂଜା ବନ୍ଦନାରେ

ନିଧ୍ୟଳୟେ ଶିକ୍ଷକଙ୍କୁ ବରୁ ।

ସର୍ବପଲ୍ଲୀ ରାଧାକୃଷ୍ଣ

ଗୁରୁଥିଲେ,ରାଷ୍ଟ୍ରପତି ହେଲେ

ଜୀବନରେ ଶିକ୍ଷା ଓ ଶିକ୍ଷକତା

ପବିତ୍ରକାଯ୍ୟରେ ଯୋଗଦେଇଥିବା

ବ୍ୟକ୍ତିକଂ ପ୍ରେରଣାର ଉତ୍ସ ରୂପେ

ତାଙ୍କ ଜନ୍ମଦିବସକୁ ଗୁରୁ ଦିବସରୂପେ

ଉଶ୍ଚିକୃତ କଲେ ।

ଭାରତୀୟ ପରମ୍ପରା ମତେ

ଗୁରୁପୁର୍ଣିମାରେ ବ୍ୟାସଦେଵ

ଜନ୍ମନେଇଥିଲେ ।

ଏଦିନବି

ଗୁରୁପୂଜା କରୁ

ସଂସାର ର ସୃଷ୍ଟି,ଲାଳନ,ପାଳନ,ସଂହାର ବି

ଏକସୁତ୍ରୀ କାଯ୍ୟକର୍ମ

ଦେଖାରେଖା ସମସ୍ତେକରନ୍ତି ।

କିଏ ରାଜା କିଏ ଯୋଗୀଋଷି

କିଏପୁଣି ସଂସାରୀ ତ ଅନ୍ଯାନେ ବିଦ୍ଧ୍ୟାର୍ଥୀ

ପଶୁପକ୍ଷୀ ଗଛଲତା ମାଟି

ପଞ୍ଚଭୁତ ମହାପ୍ରାଣ ଶବ୍ଦ ଅନୁଭୂତି

ସାଗର ଆକାଶ ଅଗ୍ନି ପୃଥିବୀ

ଶିକ୍ଷା ଦିଏ ନିଧ୍ୟଳୟେ ଓଁକାର

ବିଜମନ୍ତ୍ର ଗାଇ।ଗୁରୁପୂଜା ପାଇଁ ।



Rate this content
Log in