ଗୁରୁଦିବସ
ଗୁରୁଦିବସ

1 min

140
ଜନ୍ମଦିନ ସତରେ ଏମିତି ଦିନଟିଏ
ମନେପଡ଼ୁଥାଏ ମଲା ଯାଏଁ
ପାଳନ କରେ କେମିତି କିଏ
ସର୍ବପଲ୍ଲୀ ରାଧାକ୍ରିଷ୍ଣନ ଦାନ ଦେଲେ
ନିଜ ଜନ୍ମଦିନ, ଶିଶୁଦିବସ ରୂପେ
ପ୍ରତିବର୍ଷ ହୁଅଇ ପାଳନ
କର ଅଵଲୋକନ ଓ ଆକଳନ
କାହିଁକି ସେ ହୋଇଛନ୍ତି ଆଜି ବି ମହାନ
ଆଦର୍ଶ ରେ ଅନୁପ୍ରାଣିତ ହେବାକୁ
ଭାବେ ସଦା ଏଇ ମନ ଆଣି ହୃତସ୍ପନ୍ଦନ.