Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Sunanda Mohanty

Others

2  

Sunanda Mohanty

Others

ଗୁରୁଦିବସ

ଗୁରୁଦିବସ

1 min
129


ଜନ୍ମଦିନ ସତରେ ଏମିତି ଦିନଟିଏ 

ମନେପଡ଼ୁଥାଏ ମଲା ଯାଏଁ 

ପାଳନ କରେ କେମିତି କିଏ 

ସର୍ବପଲ୍ଲୀ ରାଧାକ୍ରିଷ୍ଣନ ଦାନ ଦେଲେ 

ନିଜ ଜନ୍ମଦିନ, ଶିଶୁଦିବସ ରୂପେ 

ପ୍ରତିବର୍ଷ ହୁଅଇ ପାଳନ 

କର ଅଵଲୋକନ ଓ ଆକଳନ 

କାହିଁକି ସେ ହୋଇଛନ୍ତି ଆଜି ବି ମହାନ 

ଆଦର୍ଶ ରେ ଅନୁପ୍ରାଣିତ ହେବାକୁ 

ଭାବେ ସଦା ଏଇ ମନ ଆଣି ହୃତସ୍ପନ୍ଦନ. 


Rate this content
Log in