Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunanda Mohanty

Others

3  

Sunanda Mohanty

Others

ଗତି

ଗତି

1 min
11.6K


ପୁଲକ ଆଉ ପଲକ 

ଭିତରେ ଠେକୁଆ କଇଁଚ 

ସେମିତି ଚାଲିଛନ୍ତି ଆଜିଯାଏଁ 

ରାଜନୀତି ପ୍ରିୟାପ୍ରୀତି 

ସଭାସମିତି ସାହିତ୍ୟଗୀତି 

ସବୁଠି ଦେଖି ବେଳକାଳ 

ଭୁତାଣୁ ଜୀବାଣୁ ପୁଣି 

ଚିକିସ୍ଛା ଓ ଟୀକା ମାହାତ୍ମ୍ୟ ଶୁଣି 

ମନେ ପଡେ ପିଲାବେଳ

ଠେକୁଆ କଇଁଚ ଖେଳ 

ଏବେ ଲକଡାଉନ ଓ 

ସଟଡାଉନ ଅବା ତାଲାବନ୍ଦ 

ସତରେ ମନେପଡେ ସେଇ 

ପୁରୁଣା କଥା କାଳକାଳ 

କେବେ କିଏ ତାଲା 

କେବେ କିଏ ଚାବି 

କେବେ ରହୁଛି କେବେ ରହୁନି 

କଳ ବଳ କୌଶଳ 

ନିର୍ଦ୍ଧାରିତ ସୁନେଲି ସକାଳ ର 

ବିଫଳ ଅବା ସୁଫଳ.


Rate this content
Log in