STORYMIRROR

Sunanda Mohanty

Others

3  

Sunanda Mohanty

Others

ଗୋଲାପ ଏକ ବିଶେଷ୍ୟ ନା ବିଶେଷଣ

ଗୋଲାପ ଏକ ବିଶେଷ୍ୟ ନା ବିଶେଷଣ

1 min
309


ଗୋଲାପ ଦିବସ କି ଅଛି ବିଶେଷ 

ଅବା ବିଶେଷଣ ଦିନର ଅଶେଷ 

କିଏସେ କହୁଛି ବଢୁଛି ବୟସ 

ସେପାଇଁ ବୋଧହୁଏ ଏତେ ଯେ ହତାସ 

ଥରେ ତ ବିଚାର କର ଯୁବପିଢ଼ି 

ଜୀବନଟା ନୁହେଁ ଗୋଲାପ ଶେଯରେ ନିଃଶ୍ୱାସ 

ଗୋଟିଏ ଦିନରେ କାହିଁକ, ସବୁଦିନପାଇଁ 

ସବୁରିଙ୍କୁ ଭଲପାଇ ଗୋଲାପ ଦେଇକି ବଢାଅ ବିଶ୍ୱାସ 

ଗୋଲାପ ଫୁଲର ସୌନ୍ଦର୍ଯ୍ୟ ଅନେକ 

ଦେଖିଲେ ଶାନ୍ତି ପବିତ୍ରତା ଭରେ, ଏ ମନ ଉଶ୍ୱାସ 

ତେବେ ତାର ମୂଲ୍ୟ ନକରି ମୂଲଚାଲ 

ବଢ଼ାଇବା ତାର ନିଷ୍ଠା, ହୋଇକି ସରସ 

ଉତ୍ସୃଙ୍ଖଳା ନ ବଢ଼ାଇ, ମାନ ମହତ କଢ଼ାଇ 

ନିଃଶ୍ୱାସେ, ବିଶ୍ୱାସେ ଗୋଲାପ ଆଶ୍ୱାସେ 

ସଭିଙ୍କୁ ଦେବାକୁ ହେବା ଆଗଭର, ସବୁଦିନ ଦେବା 

ଗୋଲାପ ପରିକା ସୁକୋମଳ ମନ ପରାଣ ପୁଲକ ବିଶେଷ.


Rate this content
Log in