ଗଣତନ୍ତ୍ର
ଗଣତନ୍ତ୍ର
1 min
170
ଗୋଟିଏ ଅଙ୍ଗୁଠି ଗୋଟିଏ ଭୋଟର,
ବଦଳାଇଦିଏ ଶାସନ ଡୋର ,
ଗଣତନ୍ତ୍ରର ନୀତି ପରା ଏଇ ,
ଲୋକମାନଙ୍କ ଦ୍ବାରା,ଲୋକମାନଙ୍କର,
ଲୋକମାନଙ୍କ ପାଇଁ ,
ଅଟଇ ଏହା ସାର୍ବଭୌମ କ୍ଷମତା,
ନାହିଁ ଏକଛତ୍ରବାଦୀଙ୍କ ଅମାନୁଷିକତା।
