ଗଛ
ଗଛ
1 min
200
ଗଛ ଦିଏ ଫୁଲ ଫଳ
ଗଛ ଦିଏ ଛାଇ
ଗଛ ଦିଏ ଅମ୍ଳ ଜାନ
ବଞ୍ଚିବାର ପାଇଁ।।
ଗଛ ସିନା ମୃତ୍ତିକାକୁ
ଜାବୁଡ଼ି ଧରଇ
ଗଛ ଯୋଗୁଁ ସୃଷ୍ଟି ପାଇଁ
ବରଷା ହୁଅଇ।।
ଗଛ ଥିଲେ ପରିବେଶ
ସୁନ୍ଦର ଦିଶଇ
ଯତନ କର ହେ ଭାଇ
ଗଛଟେ ଲଗାଇ।।
ଗଛ ବାୟୁ ପ୍ରଦୂଷଣ
ମୁକ୍ତ କରେ ଭାଇ
ଗଛ ଭାରି ଉପକାରୀ
ଅଟେ ଆମ ପାଇଁ।।
