Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Inspirational Children

3  

Chittaranjan Nanda

Inspirational Children

ଗାଳି ଦେବାନି କାହାକୁ

ଗାଳି ଦେବାନି କାହାକୁ

1 min
165



ଅନ୍ୟକୁ ଦୋଷ ଦେବା ଭାରି ତ ସହଜ, 

ଦେଇ ଚାଲିଛେ,

ନିଜର ଦୋଷ ଦୁର୍ବଳତାକୁ ଆମେ ସଦା 

ଭୁଲି ଯାଉଛେ l୧l


ଜଣା ପଡି ଯାଇ ଥାଏ ପ୍ରତି ମଣିଷର 

ମହତ୍ତ୍ୱ ସେତେବେଳେ

ନିଜ ଦୋଷ ଦୁର୍ବଳତାରୁ ଶିଖି ନିଜକୁ 

ସଜାଏ ଯେତେବେଳେ l୨l


ସେପରି କିଛି ମଣିଷ ଅଛନ୍ତି ବୋଲି ତ 

ସୁଖରେ ଦୁନିଆ ଚାଲେ

ନିଜ ସ୍ୱାର୍ଥକୁ ଜଗି ପର ପାଇଁ ମନରେ 

ଉତ୍ତମ ଭାବନା ଧରି ବୁଲେ l୩l


ମନେରଖ ମଣିଷ ସମାଜ, ଏ ଆମ ଶରୀର 

ପଞ୍ଚଭୂତରେ ସୃଷ୍ଟି

ଯାହା କରିବ ଏ ମହୀରେ, ଆପଣାର କଲା କର୍ମ 

ନେଇ ଫଳ ଭୋଗନ୍ତି l୪l


ଏହି ପରା ବ୍ରହ୍ମ ଜ୍ଞାନ ଯେ ସେହି ସତ୍ୟକୁ ନିଜେ

ଚିହ୍ନି ଥିବ ଓ ଜାଣିବ

ସ୍ଵଛ ଚିନ୍ତାଧାରାର ପ୍ରଭାବରେ ଅନ୍ୟର ଦୋଷକୁ

ଦେଖାଇ ନକରିବ ଗର୍ବ l୫l



Rate this content
Log in